‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ : ଗୃହ ମୁଲତବୀ

ନୂଆଦିଲ୍ଲୀ: ମେୟର୍‌ ନିର୍ବାଚନ ପୂର୍ବରୁ ନବନିର୍ବାଚିତ ‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଲାଗିବାରୁ ଆଜି ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌ରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ସଦ୍ୟତମ ସୂଚନା ଅନୁସାରେ, ମେୟର୍‌ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ଆଗରୁ ‘ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ଗୃହ ମୁଲତବୀ ଘୋଷଣା କରାଯାଇଛି। ‘ସିଭିକ୍‌ ସେଣ୍ଟର୍‌’ର ମଧ୍ୟସ୍ଥଳରେ ‘ଆପ୍‌’ ଓ ‘ବିଜେପି’ କର୍ମୀମାନେ ସ୍ଲୋଗାନ୍‌ ଦେଇଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ … Continue reading ‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ : ଗୃହ ମୁଲତବୀ